Mobile Advisory

Sl No.Message sent to farmerDate Sent
1 ଗ୍ରାମରେ ଥିବା ମହିଳା SHG କୁ ଅନୁରୋଧ ସେମାନେ କୃଷି ଓ ଅନୁସଂଗିକ ପନ୍ଥା କୁ ନେଇ ଅର୍ଥ ଉପାର୍ଜନ ପାଇଁ ସକ୍ଷମ ହୁଅନ୍ତୁ,ଗୋସ୍ଥୀ ମଧ୍ୟମ ରେ କମ ସମୟ ରେ ଅଧିକ ଉପାର୍ଜନ ହେଉଥିବା କୃଷି ପନ୍ଥା ଯଥା ଛତୁ ଚାସ, ହୁ ଚାସ ,ଜିଆ ଚାସ ,ମାଚ୍ଛ ଚାସ ଫୁଲ ଚାସ , ଫଳ ଚାସ , କୁକୁଡା ପାଳନ , କରି ପାରିବେ ଓ ଜମା ଥିବା ଅର୍ଥ କୁ ବୃଧି କରି ପାରିବେ.ଅଧିକ ଜାଣିବା ପାଇଁ KVK Ganjam-I, Bhanjanagar କୁ ଯୋଗା ଯୋଗ କର11 Jan 2017
2 Bartaman Bahula Utpadita Panipariba ra Abhabi Bikri Ku Rokiba Paiin Chasi Bhai O Bhauni Mane Ukta Panipariba ra Upajukta Prakriyakarana Upare Gurutwa Deba Uchit. Sabisesha Bibarani Paiin KVK, Bhanjanagar Saha Jogajoga Karantu03 Dec 2017
3 Macchra Jalodari Roga Hele Machha Dehare Pani Pasi Phulijae O Kati Gudika Charmaru Uthi Thia Helabhali Ruhe. Tenu 1gm POTASSIUM PERMANGANET ku 200lt Panire Misai Drabana Prastuta Kari Rogakranta Machhaku 2Min Paryanta Budai Pokahrire Chhadantu.09 Oct 2017
4 Matia Gundi Poka Niyantrana Paain Dhana Phasala re 2mt Antarare Pahi kari Kitanasaka Ousadha THIOMETHOXAM hecter prati 200gm, kimba PAIMETROJIN hecter prati 250gm, PHLUNIKAMAID hecter prati 150gm 500lt panire misai gachha mulare sinchan karantu.11 Mar 2017
5 Matia Gundi Poka Niyantrana Paain Dhana Phasala re 2mt Antarare Pahi kari Kitanasaka Ousadha THIOMETHOXAM hecter prati 200gm, kimba PAIMETROJIN hecter prati 250gm, PHLUNIKAMAID hecter prati 150gm 500lt panire misai gachha mulare sinchan karantu.11 Mar 2017
6 Panipariba re Talighara Kita Roga Damana Paiin HEXACONAZOL + CAPTAN Phimpinasaka 2g/lt Drabana Prastuta Kari Tali Ghara Sajya re Sinchana Karantu01 Jan 1900
7 ଟମାଟୋ ଫସଲରେ ପତ୍ର ମୋଡା ଭୁତାଣୁ ରୋଗ ନିୟନ୍ତ୍ରଣ ପାଇଁ ଆକ୍ରାନ୍ତ ଗଛ ଉପାଡି ଦିଅନ୍ତୁ I ଏହି ରୋଗର ବାହକ ଦମନ ପାଈଁ 5g acetamiprid କୁ 15lt ପାଣିରେ ମିଶାଇ ସିଞ୍ଚନ କରନ୍ତୁ I18 Jan 2018
8 ଚିନାବାଦାମ ମଞ୍ଜି ବୁଣିବାର ୨୦ ଦିନ ପରେ କିମ୍ବା ଫସଲରେ ଅନାବନା ଘାସ ୨ ରୁ ୪ ପତ୍ର ହୋଇଥିବା ସମୟରେ ଘାସାମରI ଔଷଧ imazithapyar ହେକଟର ପ୍ରତି ୭୫୦ ମିଲି. କୁ ୫୦୦ଲି ପାଣିରେ ମିଶାଇ ପତ୍ର ସିଞ୍ଚନ କଲେ ସମସ୍ତ ପ୍ରକାର ଘାସ ସହଜରେ ଦମନ କରିହୁଏ I25 Jan 2018
9 ବର୍ତମାନ ପାଣିପାଗରେ ସୋରିଷ ଫସଲରେ ପତ୍ରାଚ୍ଛଦା ପୋକ ଓ କରତିଆ ମାଛି ଦେଖା ଯାଉଥିବାରୁ ଏହାକୁ ଦମନ କରିବା ପାଈଁ ପ୍ରତି ଲିଟର ପାଣିରେ ୨ମିଲି traizophos କିମ୍ବା profenophus କୀଟନାଶକ ଔଷଧ ସିଞ୍ଚନ କରନ୍ତୁ.16 Jan 2018
10 ବର୍ଷା ପରେ ପାଣି ଗୋଳିଆ ହୋଇଯାଇଛଥିଲେ, ପୋଖରୀର ପାଣିକୁ ପରିଷ୍କାର କରିବା ପାଇଁ ହେକ୍ଚର-ମିଟର ପୋଖରୀରେ 300 ରୁ 350 କିଗ୍ରା ଚୁନ ପ୍ରୟୋଗ କରନ୍ତୁ | ଏହାଦ୍ୱାରା ପୋଖରୀ ପାଣି ବିଶୋଧିତ ଓ ରୋଗମୁକ୍ତ ହୋଇଥାଏ ଓ ପୋଖରୀ ପାଣିର ଅମ୍ଳତ୍ୱକ୍ଷାରତ୍ୱ 7.0 ରୁ 8.5 ମଧ୍ୟରେ ରହିଥାଏ, ଯାହାକି ମାଛ ଚାଷ ପାଇଁ ଉପଯୁକ୍ତ30 Aug 2017
11 ଖରାଦିନିଆ ଟମାଟୋ ଚାଷ ପାଇଁ ତାପ ସହଣୀ ଯୁକ୍ତ ଟମାଟୋ କିସମ ଚିରଞ୍ଜିବି ଲଗାନ୍ତୁ Iଏହି କିସମ କୃଷି ବିଜ୍ଞାନ କେନ୍ଦ୍ର, ଭଞ୍ଜନଗର ରେ ଉପଲବ୍ଧ ଅଛି ଏଣୁ ଚାଷୀ ଭାଇ ମାନଙ୍କୁ ଅନୁରୋଧ ଏହି କିସମ ପାଇବା ପାଈଁ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ05 Feb 2018
12 "କଲମ ନାରିସ" ନାମକ ରୋଗ ଦ୍ୱାରା ମାଛ ଶରୀରର କେତେକ ଅଂଶରେ ଧଳା କ୍ଷତ ଦେଖାଯାଇଥାଏ ଓ ଗାଲିସି ପଚି ନଷ୍ଟ ହୋଇଥାଏ Iଏହାର ଚିକତ୍ସା ପାଈଁ ଚୂନ ପ୍ରୟୋଗ ସହିତ ପ୍ରତିଦିନ ୭୦-୮୦ ମି.ଗ୍ରାମ/କେ.ଜି oxytetracyclin ଖାଦ୍ୟରେ ମିଶାଇ ୫-୭ ଦିନ ଦିଆଯାଇଥାଏ I13 Feb 2018
13 ଖରାଦିନିଆ ଝୁଡ଼ଙ୍ଗ ବିହନ ପୁଷI ଫାଲ୍ଗୁନୀ, ପୁଷI କେରଳ (ବୁଦା), ଆମେରିକାନ ଲଙ୍ଗ, ବନାରସୀ ଲଙ୍ଗ (ରଂଜI) କିସମ ବ୍ୟବହାର କରନ୍ତୁ. ମୂଳସର ହିସାବରେ ଏକର ପ୍ରତି ୮କି.ଗ୍ରା ଯବକ୍ଷାରଜାନ ୧୬କି.ଗ୍ରା ଫସଫୋରସ ୮କି.ଗ୍ରା ପଟାସ ଦିଅନ୍ତୁ.27 Feb 2018
14 ଲାଞ୍ଜ ଓ ପକ୍ଷ ରୋଗରେ ମାଛମାନଙ୍କର ଲାଞ୍ଜ ଓ ପକ୍ଷ ଛିଣ୍ଡି ଯାଇଥାଏ I ଏହାର ନିରାକରଣ ପାଈଁ ୨୦୦ ଲି. ପାଣିରେ ୧୦୦ ଗ୍ରାମ ତୁତୀଆ (cupper sulphate ) ର ଦ୍ରବଣ ପ୍ରସ୍ତୁତ କରି ମାଛ ମାନଙ୍କୁ ବୁଡାଇ ଛାଡ଼ନ୍ତୁ I06 Mar 2018
15 ଖରାଟିଆ ମୁଗ ଓ ବିରି ଫସଲ ରେ ସାହେବି ରୋଗର ନିୟନ୍ତ୍ରଣ ପାଈଁ ଏକର ପିଛା ୬୦ ଗ୍ରାମ THAIOMETHOXAM କୀଟନାଶକ କୁ ୨୦୦ ଲିଟର ପାଣିରେ ମିଶାଇ ଫସଲ ରେ ସିଞ୍ଚନ କରନ୍ତୁ.14 Mar 2018
16 ଟମାଟୋ ଫସଲ ରେ ପତ୍ର ସୁଡ଼ଙ୍ଗକରି ପୋକ ଦମନ ପାଈଁ ୨୫ ଗ୍ରାମ DIAFENTHIURON ୧୫ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ14 Mar 2018
17 ଖରିଫ ଫସଲ ପୂର୍ବରୁ ଜମିରୁ ନମୁନା ମାଟି ସଂଗ୍ରହ କରି କୃଷି ବିଜ୍ଞାନ କେନ୍ଦ୍ର, ଭଞ୍ଜନଗର ଠାରେ ଥିବା ମୃତିକା ପରୀକ୍ଷା ପ୍ରୟୋଗଶାଳା ରେ ମାଟି ଓ ସାରା ପ୍ରୟୋଗ କରି ଅଧିକ ଲାଭବାନ ହୁଅନ୍ତୁ I 27 May 2018
18 ମାଛ ଚାଷ ପୋଖରୀ ପ୍ରସ୍ତୁତ ସମୟରେ ଶିକାରୀ ଏବଂ ଅଦରକାରୀ ମାଛ ଦମନ ପାଈଁ ଏକର ପ୍ରତି ୧୦୦ କିଲୋଗ୍ରାମ ମହୁଲ ପିଡିଆ କିମ୍ବା ୪୦ କିଲୋଗ୍ରାମ ୟୁରିଆ ଏବଂ ତାର ୧୨ ଘଣ୍ଟା ପରେ ୭୦ କିଲୋଗ୍ରାମ bleaching powder ପକାନ୍ତୁ I30 Jun 2018
19 ବର୍ଷା କମିଲା ପରେ ଭେଣ୍ଡି ଗଛ ର ସାହେବି ରୋଗ ନିୟନ୍ତ୍ରଣ କରିବା ପାଈଁ ଏକର ପ୍ରତି ୮୦ଗ୍ରାମ THIOMETHOXAM ୨୦୦ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ.16 Jul 2018
20 ବନ୍ଧା କୋବି ଓ ଫୁଲ କୋବି ରେ ଠିକୀରି ପିଠିଆ କିଟର ନିୟନ୍ତ୍ରଣ ପାଈଁ ଏକର ପ୍ରତି ୬୦ମିଲି. spinosad ସିଞ୍ଚନ କରନ୍ତୁ.31 Jan 2018
21 ଫେବୃଆରୀ ପ୍ରଥମ ସପ୍ତାହରୁ ମାର୍ଚ୍ଚ ପ୍ରଥମ ସପ୍ତାହ ମଧ୍ୟରେ ରାଶି ବିହନ ବୁଣିଲେ ଅଧିକ ଅମଳ ମିଳିଥାଏ Iଉମା, କନକ,କଳିକା,ନିର୍ମଳା,ପ୍ରାଚୀ ଓ ବିନାୟକ ଅଧିକ ଅମଳକ୍ଷମ ରାଶି ବିହନ କୁ ଏକର ପ୍ରତି ୩କିଗ୍ରା ହିସାବରେ ଧାଡିରେ ବୁଣିଲେ ଅଧିକ ଲାଭ ମିଳିଥାଏ06 Feb 2018
22 ଭଞ୍ଜନଗର ରେ ଥିବା କୃଷି ବିଜ୍ଞାନ କେନ୍ଦ୍ରର ମୃତିକା ପରୀକ୍ଷାଗାରରେ, ନିଜର ଫସଲ କରୁଥିବା କ୍ଷେତରୁ ନମୁନା ମାଟି ସଂଗ୍ରହ କରି ମାଟି ପରୀକ୍ଷା କରନ୍ତୁ ଓ ଜମିର ସ୍ବାସ୍ଥ୍ୟବସ୍ତା ଜIଣନ୍ତୁ ଫସଲରେ ଅନୁମୋଦିତ ପରିମାଣରେ ମୁଖ୍ୟ ଓ ଅଣୁ ସାର ଦିଅନ୍ତୁ I28 Feb 2018
23 ୩୦% ପୃଷ୍ଟିସାର ଥିବା ଖାଦ୍ୟ ମାଛ ଚାଷ ପାଈଁ ଉପଯୁକ୍ତ. ବାଦାମ, ସୂର୍ଯ୍ୟମୁଖୀ, ରାଶି ଓ ସୋରିଷ ପିଡିଆ ସହିତ କଣ୍ଡିଆକୁଣ୍ଡ ଆଦି ମାଛ ଖାଦ୍ୟ ହିସାବରେ ବ୍ୟବହାର କରାଯାଏ. ଖାଦ୍ୟର ମାନ ବୃଦ୍ଧି ପାଈଁ ୧% ଖଣିଜ ଲବଣ ଓ ଭିଟାମିନ ମିଶ୍ରଣ ମିଶାଯାଇପାରେ.27 Mar 2018
24 ରାଶି ଫସଲ ରେ ଫଳବିନ୍ଧା କୀଟର ନିୟଂତ୍ରଣ ପାଈଁ ଏକର ପ୍ରତି spinosad ୬୦ମିଲି କିମ୍ବା propenophos ୪୦୦ମିଲି ସିଞ୍ଚନ କରନ୍ତୁ I ଅମଳ ବୃଦ୍ଧି ପାଈଁ ପାଣିରେ ଦ୍ରଵିଭୂତ ସାର NPK (୧୯:୧୯:୧୯) ପ୍ରତି ଲିଟର ପାଣିରେ ୧୦ ଗ୍ରାମ ମିଶାଇ ସିଞ୍ଚନ କରନ୍ତୁ.28 Mar 2018
25 ଲଙ୍କା ଫସଲରେ ପତ୍ର ମୋଚା ପରିଚାଳନା ପାଈଁ ୨୫ଗ୍ରାମ DIAFENTHURIUM ୧୫ଲିଟର ପାଣିରେ ଓ ୧୫ ଦିନ ପରେ ୧୦ଗ୍ରାମ ACETAMIPRAD ୧୫ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ.02 Apr 2018
26 ବର୍ତମାନ ମୌସୁମୀ ଆସି ଯାଇଥିବାରୁ ଅଣ ଧାନ ଫସଲ ଯଥା ହରଡ, ବାଦାମ ପାଈଁ ଜମି ପ୍ରସ୍ତୁତ କରନ୍ତୁ. ବର୍ତମାନ ମକା ଲଗାଇବା ର ଉପଯୁକ୍ତ ସମୟ. ଧାଡି କୁ ଧାଡି 60cm ଓ ଗଛ କୁ ଗଛ 20cm ବ୍ୟବଧାନରେ ଏବଂ ମାଟିରୁ 5cm ଗଭୀରତାରେ ମକା ମଞ୍ଜି ପୋତନ୍ତୁ.28 Jun 2018
27 Nursery ପୋଖରୀକୁ ଶୁଖାଇ, ହଳ କରି ୩-୪ ଫୁଟ ପାଣି ଭର୍ତି କରନ୍ତୁ ଓ ସାର ହିସାବରେ ଏକର ପ୍ରତି ୩୦୦କି.ଗ୍ରା. ଗୋବର, ୩୦ କି.ଗ୍ରା. ବାଦାମ ପିଡିଆ ଏବଂ ୧୦ କି.ଗ୍ରା. ସୁପର ସାର କୁ ମିଶାଇ ଯାଆଁଳା ଛାଡିବାର ଦୁଇଦିନ ପୂର୍ବରୁ ପ୍ରୟୋଗ କରନ୍ତୁ.06 Jul 2018
28 ଅଧିକ ଆଦ୍ରତା ଓ ତାପମାତ୍ରା ଯୋଗୁଁ ଧାନ ତାଲିଘେରା ରେ ମହିଷା ରୋଗ ଦେଖାଯାଇଛି.ଏହାକୁ ନିୟନ୍ତ୍ରଣ ପାଇଁ ପ୍ରତି ଲିଟର ପାଣିରେ ୧ଗ୍ରାମ tricyclazole ମିଶାଇ ସିଞ୍ଚନ କରନ୍ତୁ.୧୦୦ ବର୍ଗ ମିଟର ତାଲିଘେରା ପାଇଁ ୫୦୦ଗ୍ରାମ potash ସାର ପ୍ରୟୋଗ କରନ୍ତୁ.30 Jul 2018
29 ତଳି ରୋଇବାର ୨ ରୁ ୩ ଦିନ ମଧ୍ୟରେ ଅନାବନା ଘାସ ନିୟନ୍ତ୍ରଣ ପାଇଁ pretilachlor ୧.୫ ଲିଟର ସହିତ ୫୦ କି.ଗ୍ରା. ବାଲି କିମ୍ବା pretilachlor+bensulfuron methyl (ଦାନାଦାର ୧୦ କି. ଗ୍ରା.) ସହିତ ୫୦ କି,ଗ୍ରା. ବାଲି ମିଶାଇ ରୁଆ ଜମିରେ ବୁଣନ୍ତୁ08 Aug 2018
30 ପୋଖରୀରେ ଚିଙ୍ଗୁଡିଆ ଦଳ ଆଦି ଥିଲେ, ପୋଖରୀରେ ଦଳ ସଫା କରି ରହି, ଭାକୁର ଓ ମିରିକାଳୀ ମାଛ ସାଙ୍ଗରେ ଏକରକୁ ୧୦୦ ଗୋଟି ୧୦୦ରୁ ୨୦୦ ଗ୍ରାମ grass carp ଜାଆଁଳ ଛାଡ଼ନ୍ତୁ. 07 Sep 2018
31 ବର୍ତମାନ ପରିସ୍ଥିତିରେ ବାଇଗଣ ଫସଲ ରେ ଫଳ ପଚା ରୋଗ ଦେଖାଦେଇଛି, ବାଇଗଣ ଫସଲ ରେ ଏହି ଫଳ ପଚା ରୋଗ କୁ ନିୟନ୍ତ୍ରଣ କରିବା ପାଇଁ Thiophanate methyl ପ୍ରତି ଲିଟର ପାଣିରେ ୧.୫ ଗ୍ରାମ ମିଶାଇ ସିଞ୍ଚନ କରନ୍ତୁ. 19 Sep 2018
32 ବର୍ତମାନ ପାଣିପାଗରେ ଖାଲୁଆ ଜମିରେ ଧାନ ପତ୍ରମୋଡ଼ା ପୋକ ଲାଗିବାର ସମ୍ଭାବନା ଅଛି. ଏହାକୁ ଦମନ କରିବା ପାଈଁ ପ୍ରତି ଲିଟର ପାଣିରେ ୨ମି.ଲି. Profenophos କିମ୍ବା triazophos ମିଶାଇ ସିଞ୍ଚନ କରନ୍ତୁ.18 Sep 2018
33 ଧାନରେ ମାଟିଆଗୁଣ୍ଡି କୀଟର(ଚକଡା ରୋଗ)ପରିଚାଳନା ପାଇଁ ଜମିରୁ ପାଣି କାଟି ଦିଅନ୍ତୁ,୬ଫୁଟ ଅନ୍ତରରେ ପହି ଭାଙ୍ଗନ୍ତୁ ଓ ଗଛମୂଳରେ DINOTEFURAN ୧୫୦ଗ୍ରାମ କିମ୍ବା BUPROFEZIN+ACEPHATE ୧.25kg ହେକଟର ପ୍ରତି ୫୦୦ ଲିଟର ପାଣିରେ ମିଶାଇ ସିଂଚନ୍ତୁ.01 Oct 2018
34 ବନ୍ୟା ପାଣି ପୋଖରୀରେ ପଶି ପୋଖରୀ ପାଣି ଗୋଳିଆ ହୋଇଯାଇଥିଲେ, ଏକର ପ୍ରତି ୪୦କି.ଗ୍ରା. ଚୂନ ପ୍ରୟୋଗ କରନ୍ତୁ. ଚୂନ ପକେଇବାର ୭ ଦିନ ପରେ ଗୋବର ୨୦ ଝୁଡି ଓ super ୩ ରୁ ୪ କି.ଗ୍ରା ମିଶାଇ ପ୍ରୟୋଗ କରନ୍ତୁ.14 Oct 2018
35 ବର୍ଷା ପରେ କମ ଉତ୍ତାପ ରହିଲେ ଗନ୍ଧି ପୋକ ଲାଗିବାର ସମ୍ଭାବନା ରହିଛି. ଏହାର ନିରାକରଣ ପାଈଁ ଏକର ପ୍ରତି CHLOROPYRIFOS ୧.୫% ଗୁଣ୍ଡ ୧୦କି.ଗ୍ରା ବିଞ୍ଚନ୍ତୁ କିମ୍ବା MALATHION ୫୦% ଇ.ସି ୪୦୦ମିଲି ୨୦୦ ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ.04 Nov 2018
36 ଫୁଲ କୋବି ଫସଲ ରୁ ଅଧିକ ଅମଳ ଓ ମସୃଣ ଫୁଲ ପାଇବା ପାଇଁ ଚାରା ଲଗାଇବାର ୨୦ ଦିନ, ୩୫ ଦିନ ଓ ୫୦ ଦିନରେ Boron ୨ଗ୍ରାମ/ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ.27 Dec 2018
37 ଗୋରୁ ମାନଙ୍କର ଗଳାଫୁଲା, ବଜବାଜିଆ, ଫାଟୁଆ ପାଇଁ ପ୍ରତିଷେଧକ ଟୀକା ଏହି ମାସରେ ଦେବା ଦରକାର. ପେଟଫମ୍ପା,PPR ପାଇଁ ମଧ୍ୟ ଟୀକାକରଣ ନ କରି ଥିଲେ କରିନେବା ଆବଶ୍ୟକ.15 Jun 2019
38 ମୌସୁମୀ ଜନିତ ବର୍ଷା ର ସମ୍ଭାବନା ଜୁନ ୨୦ ତାରିଖ ପରେ ଥିବା ଯୋଗୁଁ ଧାନ ଓ ଅଣଧାନ ଫସଲର ବୁଣା କାର୍ଯ୍ୟ ଜୁନ ୨୩ ତାରିଖ ପରେ କରନ୍ତୁ.15 Jun 2019
39 ଗୋରୁ ମାନଙ୍କର ଗଳାଫୁଲା, ବଜବାଜିଆ, ଫାଟୁଆ ପାଇଁ ପ୍ରତିଷେଧକ ଟୀକା ଏହି ମାସରେ ଦେବା ଦରକାର. ପେଟଫମ୍ପା,PPR ପାଇଁ ମଧ୍ୟ ଟୀକାକରଣ ନ କରି ଥିଲେ କରିନେବା ଆବଶ୍ୟକ.15 Jun 2019
40 ଲଙ୍କା ଫସଲରେ ପତ୍ରମୋଚା ରୋଗର ନିୟନ୍ତ୍ରଣ ପାଈଁ ହେକଟର ପ୍ରତି Diafenthurion ୬୦୦ଗ୍ରାମ ଓ Acetamiprid ୧୫୦ଗ୍ରାମ ପ୍ରତି ୧୫ ଦିନ ବ୍ୟବଧାନରେ ଅଦଳ ବଦଳ କରି ଲଙ୍କା ଗଛ ରେ ସିଞ୍ଚନ କରନ୍ତୁ. 01 Aug 2019
41 August ମାସରେ ଅଧିକ ବର୍ଷା ଓ ବନ୍ୟା ହୋଇଥାଏ. ଗାଈଗୋରୁ ମାନଙ୍କୁ କୁର୍ମି ଔଷଧ ଓ ଟୀକା କରଣ କରାଇ ନଥିଲେ କରିଦିଅନ୍ତୁ.ଗୁହାଳ ରା ଆଖ ପାଖ ପରିଷ୍କାର ରଖିବା ସଙ୍ଗେ ଚାରିପାଖ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ. ଖାଦ୍ୟ ଜାଗା ଓ ଖାଦ୍ୟ ଶୁଖିଲା ରଖିବା ଦରକାର, ଓଦା ହୋଇ ଗଲେ ଫିମ୍ପି ଜନିତ ରୋଗ ଦେଖା ଯାଇ ଥାଏ. ପିଇବା ପାଣି ଗୋଳିଆ ଥିଲେ ଗୋଟିଏ ହାଣ୍ଡି ପାଣି ରେ ୪ ଟି ହାଲୋଜିନ ବଟିକା ମିଶାନ୍ତୁ, ଗୋଟିଏ ରାତି ରଖିବା ପରେ ଏହି ପାଣି କୁ ପରଦିନ ପିଇବାକୁ ଦିଅନ୍ତୁ. ଓଦା ସନ୍ତ ସନ୍ତିଆ ଚରଣ ଭୂମି କୁ ଗୋରୁ ଙ୍କୁ ଛାଡ଼ନ୍ତୁ ନାହିଂ; ପଟୁ ମାଟି ପଡି ଥିବା ଜାଗା ରେ ଚରି ବାକୁ ଛାଡନ୍ତୁ ନାହିଂ.13 Aug 2019
42 ବର୍ଷା ଛାଡିଗଲା ପରେ ପଡ଼ିଯାଇଥିବା ପନିପରିବା ଗଛର ମୂଳକୁ ମାଟି ଦେଇ ଠିଆ କରନ୍ତୁ. ସମ୍ପୂର୍ଣ ଭାବେ ପନିପରିବା ଫସଲ ନଷ୍ଟ ହୋଇଯାଇଥିଲେ ଜମିରେ ପାଗ ଆସିଲା ପରେ ପୁଣି ଜମି ପ୍ରସ୍ତୁତ କରି ସଅଳ କିସମ କୋବି ଜାତୀୟ ଫସଲ ଓ ଶୀତଦିନିଆ ଅନ୍ୟାନ୍ୟ ପନିପରିବା ଫସଲ ଲଗାଇବାର ବ୍ୟବସ୍ଥା କରନ୍ତୁ. ଫଳ ବଗିଚାରେ ଅତ୍ୟଧିକ ପାଣି ରହିଲେ ତାର ନିଷ୍କାସନ ପାଇଁ ବ୍ୟବସ୍ଥା କରନ୍ତୁ. 11 Nov 2019
43 ନଭେମ୍ବର ମାସ ରେ ଶୀତ ଓ ଥଣ୍ଡା ର ପ୍ରକୋପ ବୃଦ୍ଧି ପାଇଥାଏ ତେଣୁ ପଶୁ ପକ୍ଷୀ ମାନଙ୍କୁ ରାତି ରେ ଗୁହାଳ ଅଥବା ଘରେ ରଖିବା ଦରକାର. ସକାଳୁ ପଶୁ ପକ୍ଷୀ ମାନଙ୍କୁ ଉଷୁମ ପାଣି,ତୋରାଣି ଓ ଖାଦ୍ୟ ଦିଅନ୍ତୁ, ଦୈନିକ ୫୦ ଗ୍ରାମ ଖଣିଜ ଲବଣ ଗାଈ ଙ୍କୁ ଓ ୨୦ଗ୍ରାମ ଛେଲି ମେଣ୍ଢା ଙ୍କୁ ଦିଅନ୍ତୁ. ଖରା ପଡିବା ପରେ ଚରିବା ଲାଗି ଛାଡନ୍ତୁ. ବୈଦ୍ୟୁତିକ ବଲବ, ଚୁଲି କିମ୍ବା ଘଷି ଜାଳି ଗୁହାଳ କୁ ଗରମ କରନ୍ତୁ, ଜନ୍ତୁଙ୍କୁ ନିଆଁ ଠାରୁ ସୁରକ୍ଷିତ ଦୂରତା ରେ ରଖନ୍ତୁ. ଗୁହାଳରେ ଅତ୍ୟଧିକ ଧୂଆଁ କରନ୍ତୁ ନାହି11 Nov 2019
44 ତଳି ରୋଇବାର ୨ ରୁ ୩ ଦିନ ମଧ୍ୟରେ ଅନାବନା ଘାସ ନିୟନ୍ତ୍ରଣ ପାଇଁ pretilachlor ୧.୫ ଲିଟର ସହିତ ୫୦ କି.ଗ୍ରା. ବାଲି କିମ୍ବା pretilachlor + bensulfuron methyl (ଦାନାଦାର ୧୦ କି. ଗ୍ରା.) ସହିତ ୫୦ କି,ଗ୍ରା. ବାଲି ମିଶାଇ ରୁଆ ଜମିରେ ବୁଣନ୍ତୁ28 Jul 2020
45 Bartaman Dinare Tapamatra Adhika Rahuthibaru Baigana O Tomato re Jhaunla Roga Dekhajauchhi.Ehaku Damana kariba Paiin Prati 10 Liter Panire 1gm STREPTOCYCLINE Misai Gachha Mulare sinchana Karantu.23 May 2021
46 Bharatiya Panipaga Bibhaga, Bhubaneswar Suchana Anujayi Asanta MAY, 22 Tarikha belaku BANGOPA SAGARA re eka Laghuchapa Balaya srusti hoi Kramasha Ghanibhuta Hoi BATYA re parinita hebara Sambhabana achi. Eha Uttara-Paschima Diagre Gati kari May,26 tarikha Sandhya Samayare PASCHIMABANGA-ODISHA Upakula Pahanchibara Sambhabana Rahichi. Ehara Prabhabare May,25 Tarikah tharu Barsha Aarambha hoi Parabarti samayare Barsha O Pabana ra Tibrata Brudhi paibara Sambhabana Rahichi.23 May 2021
47 Asanta May,25 re Sambhabya BARSHA Pariprekhire Chasi Bhai Bhauni nka Paiin ketoti Suchana - 1.Samayika bhabe Kitanashaka Ousadha ra Sichana O Jalasechana Band Rakhantu. 2.Amala Heiparunathiba Kharatia MUGA O BIRI fasala ra Sukhila Gachha Gudiku Khalaru Surakhita Sthanaku Nei jaantu.3.Barsha jogun POTALA,KAKUDI,BOITALU,JANHI adi Lata Jatiya Fasala Prabhabita heba Ashanka Thibaru RANJA/TRELLI ku Majboot Karantu.4.Gruhapalita Pashumananku Guhala Madhyre Abadha Rakhantu o 3dina paiin Khadya rakhantu23 May 2021
48 Makare FALL ARMY WORM Akramana kale EMA MEKTIN BENZOATE 15 liter panire 6 Gram misai Spray karantu08 Dec 2021
49 Khadya re "Jibnika-KA" (vitamin-A) ra Abhaba Dura Kariba paiin "BHU SONA" Jatiya KANDAMULA ku Pakashala Bagicha re Antarbhukata Karantu.09 Jul 2021
50 ଧିଙ୍ଗିରି ଛତୁ ୨% (୧ ଲିଟର ପ୍ରତି ୧୦ଗ୍ରାମ) ଲୁଣ ପାଣିରେ ପକାଇ ଓ କିଲୋଗ୍ରାମ ପ୍ରତି ୨ଗ୍ରାମ sodium benzoate ଦେଇ ସଂରକ୍ଷଣ କରନ୍ତୁ.29 Nov 2021
51 ଧାନ ଅମଳ ପରେ ଅଧିକ ଅମଳକ୍ଷମ ସାହେବି ରୋଗ ପ୍ରତିରୋଧ ମୁଗ ବିହନ - ଆଇ.ପି.ଏମ. - 2-13, 2-14 ବୁଣନ୍ତୁ . ମୁଗ 1 କି.ଗ୍ରା ବିହନ ପ୍ରତି 20 ଗ୍ରାମ ରାଇଜୋଵିୟମ ଗୁଡ ଓ ପାଣି ସହ ଗୋଳାଇ ଅଧ ଘଣ୍ଟା ଛାଇରେ ରଖି ବୁଣାବୁଣି କରନ୍ତୁ.17 Dec 2021
52 ପନିପରିବା ଫସଲରେ ତଳି ଘରା କଟା ରୋଗ ଦମନ ପାଈଁ ପ୍ରତି ଲିଟର ପାଣିରେ 10ଗ୍ରାମ metalaxyl ଓ 1 ଗ୍ରାମ strptocycline ମିଶାଇ ତଳି ଘରା କୁ ଓଦା କରନ୍ତୁ10 Jan 2022
53 ଧାନରେ ପତ୍ର ଆଛାଦ ପୋଡା ରୋଗ ଦେଖାଦେଲେ ଏକର ପ୍ରତି 500 ମି.ଲି. VALIDAMYCIN କିମ୍ବା 400 ମି.ଲି. HEXACONAZOLE ସିଞ୍ଚନ କରନ୍ତୁ 11 Oct 2022
54 ଖରିଫ ଫସଲ ପୂର୍ବରୁ ଜମିରୁ ନମୁନା ମାଟି ସଂଗ୍ରହ କରି କୃଷି ବିଜ୍ଞାନ କେନ୍ଦ୍ର, ଭଞ୍ଜନଗର ଠାରେ ଥିବା ମୃତିକା ପରୀକ୍ଷା ପ୍ରୟୋଗଶାଳା ରେ ମାଟି ପରୀକ୍ଷା କରି ଅନୁମୋଦିତ ପରିମାଣରେ ଖତ ଓ ସାର ପ୍ରୟୋଗ କରି ଅଧିକ ଲାଭବାନ ହୁଅନ୍ତୁ I01 May 2022
55 ବାଇଗଣ ଫସଲରେ କାଣ୍ଡ ଓ ଫଳ ବିନ୍ଧା କୀଟ କୁ ପରିଚାଳନା ପାଈଁ ଏକର ପ୍ରତି ନିମ୍ବ ଜାତୀୟ ବିଷ (1500PPM) 400 ମି.ଲି, SPINOSAD 100ମି.ଲି. ଫୁଲ ଓ ଫଳ ଛୋଟ ଥିବା ବେଳେ 10 ଦିନ ଅନ୍ତରରେ ସିଞ୍ଚନ କରନ୍ତୁ I11 Apr 2022
56 Bharatiya Panipaga Bibhaga, Bhubaneswar suchana Anujayi Asanata SuKRABAR tharo RABIBARA Parjyanta Laghuchapa janita Barshara Sambhababana Achhi.Tenu Chashi Bhai mananku Fasala Paricahalana Paiin Kichhi suchana Diagala. 1. Dhana Buni Nathile Apekhya Karantu, Barsha Pare Bihana Bisodhana Kari Dhana Bunantu O Talighera Prastuta Kari Patali re Bihana Baunantu.2.Dhana Buna sesa hoijaithile,Buna Dhana Jamire Pani Jamibara Sambhabana thibaru Nalikari Jala niskasana Bybasta Karantu.06 Aug 2021
57 Harada Phasala re Sosaka Kita ra Niyantrana Paain IMIDACLOPRID Ekara Pichha 100ml Sinchna karantu.14 Sep 2021
58 ବଙ୍ଗୋସାଗରରେ ସୃଷ୍ଟି ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ଆସନ୍ତା ଡିସେମ୍ବର ମାସ 3 ରୁ 4 ତାରିଖ ମଧ୍ୟରେ ଲଗାଣ ବର୍ଷାର ସମ୍ଭାବନା ଥିବାରୁ, ଚାଷୀ ଭାଇ ମାନଙ୍କ ପାଇଁ କିଛି ଜରୁରୀ ସୂଚନା. 1.ପନିପରିବା ତଥା ରବି ଫସଲରେ ଜଳ ନିଷ୍କାସନ ପାଇଁ ତୁରନ୍ତ ଆଵଶକୀୟ ବ୍ୟବସ୍ଥା କରନ୍ତୁ । 2. ସମସ୍ତ ରବି ଫସଲ ଲଗାଇବା କିମ୍ବା ବୁଣିବା ସ୍ଥଗିତ କରନ୍ତୁ. 3. କୀଟନାଶକ ଔଷଧ ସିଞ୍ଚନ ଓ ଜଳସେଚନ ସାମୟିକ ବନ୍ଦ ରଖନ୍ତୁ । 4. ବର୍ତମାନ ମୂଳା, ବିନସ, କୋଶଳ,ଧନିଆ, ପାଳଙ୍ଗ ଆଦି ଅମଳ ପାଇଁ ଉପଯୁକ୍ତ ହୋଇଥିଲେ ତୁରନ୍ତ ଅମଳ କରି ବିକ୍ରୟ କରି ଦିଅନ୍ତୁ 01 Dec 2021
59 ନିଜକୁ ସଫାସୁତୁରା ରଖନ୍ତୁ. ପରିସ୍କାର କପଡା ପିନ୍ଧନ୍ତୁ. ନିଜ ଘର କୁ ପରିସ୍କାର ରଖନ୍ତୁ ଓ ଆବର୍ଜନା କୁ ଏଣେ ତେଣେ ନ ପକାଇ dustbin ର ବ୍ୟବହାର କରନ୍ତୁ. ଘର ଚତୁର୍ପାଶ୍ୱକୁ ସଫା ସୁତୁରା ରଖନ୍ତୁ. ବାହାରେ ମଳତ୍ୟାଗ ନ କରି ପାଇଖାନା ର ବ୍ୟବହାର କରନ୍ତୁ.27 Dec 2021
60 ଚାଷୀଭାଇମାନ ଙ୍କୁ ଅନୁରୋଧ ସେମାନେ କୃଷକ କ୍ଳବ ମାଧ୍ୟମରେ ସଂଗଠିତ ହୋଇ ସରକାରୀ ଯୋଜନା ଗୁଡିକର ଲାଭ ଉଠାନ୍ତୁ. କୃଷକ କ୍ଲବ ଗଠନ ପାଇଁ ନିକଟସ୍ଥ ଗ୍ରାମୀଣ ବ୍ୟାଙ୍କ ଶାଖା କିମ୍ବା କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରନ୍ତୁ .06 Dec 2021
61 ଖରାଦିନେ ପାଳ ଛତୁ ଚାଷ ପାଈଁ ଛତୁ ଗୃହର ଚଟାଣରେ 5 ରୁ 6 ଇଞ୍ଚ ବାଲି ବିଛାନ୍ତୁ , ଜଳ ସିଞ୍ଚନ ପାଇଁ ଫଗର ର ବ୍ୟବହାର କରନ୍ତୁ ଏବଂ ବେଡ଼ ର ଆକାର କୁ ଅପେକ୍ଷାକୃତ ଛୋଟ ରଖନ୍ତୁ I ଅଂଶୁଘାତ ରୁ ରକ୍ଷା ପାଇବା ପାଈଁ ପ୍ରଚୁର ପରିମାଣରେ ଲେମ୍ବୁ ପାଣି, ଘୋଳ ଦହି, ମିଶ୍ରିତ ସର୍ବତ, କଞ୍ଚା ଆମ୍ବ ଏବଂ ପୋଦିନ ସର୍ବତ ପ୍ରତ୍ୟହ ପିଅନ୍ତୁ 05 Jan 2022
62 ଏହି ମାସରେ ପଶୁପକ୍ଷୀ ମାନଙ୍କର ଜଳହୀନତା ଶରୀରରୁ ଲବଣ କମିବା, ଭୋକ କମିବା ଓ ଉତ୍ପାଦନରେ ହ୍ରାସ ଆଦି ଲକ୍ଷଣ ଦେଖାଯାଏ I ତେଣୁ କୁକୁଡ଼ାମାନଙ୍କ ଖାଦ୍ୟ କିମ୍ବା ପାଣିର ଭିଟାମିନ-ସି ମିଶାଇବା ଦରକାର I ଏହାଦ୍ୱରା ଜଳହୀନତା କମି ଯାଇଥାଏ I ବର୍ତମାନ ଘାସର ପରିମାଣ କାମ ଥିବାରୁ ଗାଈ,ଛେଳି, ମେଣ୍ଢା ଆଦି ଘାସରୁ ମିଳୁଥିବା ଖଣିଜ ଲବଣ ପାଇପାରନ୍ତି ନାହିଁ. ତେଣୁ ଶରୀରରୁ ଫସଫରସ ମାତ୍ର କମିଯାଇଥାଏ I ଏହାକୁ ପିକା କୁହନ୍ତି I ସେମାନଙ୍କ ଖାଦ୍ୟରେ ଖଣିଜ ଲବଣ ତାଲୋ/ବାକ୍ସ ଚାଟିବା ପାଈଁ ଦିଅନ୍ତୁ I 06 Jan 2022
63 ଅତ୍ୟଧିକ ବର୍ଷା କାରଣରୁ ବନ୍ୟା ର ସମ୍ଭାବନା ଦେଖାଯାଇଛି I ତେଣୁ ବନ୍ୟା ପ୍ଲାବିତ ଅଂଚଳରେ ପନିପରିବା ଫସଲରେ ଝାଉଁଳା ରୋଗ ଲାଗିବାର ସମ୍ଭାବନା ଥାଏ. ଏହାର ନିରାକରଣ ପାଇଁ STREPTOCYCLINE ୦.୧ ଗ୍ରାମ /ଲିଟର ଓ METALAXYL ୧.୫ଗ୍ରାମ /ଲିଟର ମିଶ୍ରିତ ଦ୍ରବଣ କୁ ଫସଲ ମୂଳ ଅଂଶ ମାଟିକୁ ଭିଜେଇ ପ୍ରୟୋଗ କରନ୍ତୁ.23 Aug 2022
64 ଏହି ମାସରେ ଅଧିକ ବର୍ଷା ଓ ବନ୍ୟା ହୋଇଥାଏ. ଗାଈଗୋରୁ ମାନଙ୍କୁ କୁର୍ମି ଔଷଧ ଓ ଟୀକା କରଣ କରାଇ ନଥିଲେ କରିଦିଅନ୍ତୁ.ଗୁହାଳ ରା ଆଖ ପାଖ ପରିଷ୍କାର ରଖିବା ସଙ୍ଗେ ଚାରିପାଖ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ. ଖାଦ୍ୟ ଜାଗା ଓ ଖାଦ୍ୟ ଶୁଖିଲା ରଖିବା ଦରକାର, ଓଦା ହୋଇ ଗଲେ ଫିମ୍ପି ଜନିତ ରୋଗ ଦେଖା ଯାଇ ଥାଏ. ପିଇବା ପାଣି ଗୋଳିଆ ଥିଲେ ଗୋଟିଏ ହାଣ୍ଡି ପାଣି ରେ ୪ ଟି ହାଲୋଜିନ ବଟିକା ମିଶାନ୍ତୁ, ଗୋଟିଏ ରାତି ରଖିବା ପରେ ଏହି ପାଣି କୁ ପରଦିନ ପିଇବାକୁ ଦିଅନ୍ତୁ. ଓଦା ସନ୍ତ ସନ୍ତିଆ ଚରଣ ଭୂମି କୁ ଗୋରୁ ଙ୍କୁ ଛାଡ଼ନ୍ତୁ ନାହିଂ; ପଟୁ ମାଟି ପଡି ଥିବା ଜାଗା ରେ ଚରି ବାକୁ ଛାଡନ୍ତୁ ନାହିଂ.28 Aug 2022
65 ବର୍ଷା ପରେ ପୋଖରୀ ର ପାଣି ଗୋଳିଆ ହୋଇଯାଇଥିଲେ ପାଣି କୁ ପରିସ୍କାର କରିବା ପାଇଁ hecter-meter ପୋଖରୀରେ ୩୦୦-୫୦୦କି.ଗ୍ରା ଚୁନା ପ୍ରୟୋଗ କରନ୍ତୁ.ଏହାଦ୍ୱାରା ପୋଖରୀ ପାଣି ବିଶୋଧିତ ଓ ରୋଗମୁକ୍ତ ହୋଇଥାଏ, ପୋଖରୀର ଅମ୍ଳତ୍ବ ୭.୦ - ୮.୫ ମଧ୍ୟରେ ରହିଥାଏ ଓ ମାଛ ଚାଷ ପାଇଁ ଉପଯୁକ୍ତ ହୋଇଥାଏ.29 Sep 2022
66 ଧାନ ଫସଲରେ ବୁଦା ପ୍ରତି 10 ରୁ ଅଧିକ ମାଟିଆ ଗୁଣ୍ଡି କୀଟ ଦେଖାଦେଲେ ଜମିରୁ ପାଣି କାଟି ପାହି ଭାଙ୍ଗି ଏକର ପ୍ରତି DINOTEFURAN 80 ଗ୍ରାମ କିମ୍ବା FLONICAMIDE 60 ଗ୍ରାମ କିମ୍ବା BUPROFEZIN +ACEPHATE 500 ଗ୍ରାମ ସିଞ୍ଚନ କରନ୍ତୁ 11 Oct 2022
67 ମୁଗ ବିରି ବୁଣିବାର ଏକ ମାସ ପରେ ଫୁଲ ଆସିବା ସମୟରେ ୟୁରିଆ ସାର ୧ - ୨ ଥର ୧୫ ଲିଟର ପାଣିରେ 200 ଗ୍ରାମ ମିଶାଇ ସ୍ପ୍ରେ କରନ୍ତୁ I16 Jan 2023
68 ପନିପରିବା ତଲିଘେରା କଟା ରୋଗ ର ଦମନ ପାଇଁ HEXACONAZOL + CAPTAN 2ଗ୍ରାମ/ଲିଟର ଦ୍ରବଣ ପ୍ରସ୍ତୁତ କରି ତଳି ଶଯ୍ୟା ରେ ସିଞ୍ଚନ କରନ୍ତୁ ଓ ତଳି ଶଯ୍ୟାକୁ ଓଦା ରଖନ୍ତୁ I23 Jan 2023
69 ଲଙ୍କା ଫସଲରେ ପତ୍ର ମୋଚା ପରିଚାଳନା ପାଈଁ ୨୫ଗ୍ରାମ DIAFENTHURIUM ୧୫ଲିଟର ପାଣିରେ ଓ ୧୫ ଦିନ ପରେ ୧୦ଗ୍ରାମ ACETAMIPRAD ୧୫ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ.17 Mar 2023
70 ବର୍ତମାନ କୁକୁଡ଼ା ମାନଙ୍କୁ ଭୁତାଣୁ ଜନିତ ରୋଗ ଅଧିକ ପରିମାଣରେ ହେଉଛି I ଲକ୍ଷଣ : ଘୁମେଇବା, ପର ଖୋଲି ପଡିବ, ଖାଦ୍ୟ ଛାଡି ଦେବା ଗୋଡ ବଙ୍କା କରି ପଡିବା I ଉପଚାର - ଆଣ୍ଟି ବାୟୋଟିକ, ଭିଟାମିନ, ଓ ରୋଗ ପ୍ରତିରୋଧକ ଔଷଧ I13 Jul 2023
71 ଛେଳି ଚାଷ ପାଈଁ ଜାଗାର ଆବଶ୍ୟକତା :- ବୟସ୍କ ଛେଳି - 1.25 - 1.5 ବର୍ଗ ମିଟର ମାଈ ଗର୍ଭବତୀ - 2 ବର୍ଗ ମିଟର ବୋଦା - 2 ବର୍ଗ ମିଟର ଛୁଆ - 0.5 ବର୍ଗ ମିଟର14 Dec 2021
72 କୃଷି ବିଜ୍ଞାନ କେନ୍ଦ୍ର ତରଫରୁ ଆର୍ୟା (ARYA) କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀ ଭାଇ ଓ ଭଉଣୀ ମାନଙ୍କୁ କୁକୁଡ଼ା ପାଳନ, ଛତୁ ଚାଷ, ଚାରା ଉତ୍ପାଦନ ଓ ମାଛ ଚାଷ ର ତାଲିମ ପ୍ରଦାନ କରାଯିବ ସହ ନିଜର ଫାର୍ମ କରିବା ପାଇଁ ବୈଷୟିକ ସହାୟତା ପ୍ରଦାନ କରାଯାଉଛି I ଇଛୁକ ଥିବା ଯୁବ ଚାଷୀ ମାନେ କୃଷି ବିଜ୍ଞାନ କେନ୍ଦ୍ର ସହ ଯୋଗାଯୋଗ କରିବାକୁ ଅନୁରୋଧ I 23 Aug 2022
73 ମାଣ୍ଡିଆ ରେ ଗଣ୍ଠି ପୋକ ଦେଖାଦେଲେ ଜୈବିକ ବିଷ BACILLUS THURINGIENSIS (Bt) - 2 ଗ୍ରାମ ପ୍ରତି ଲିଟର ପାଣିରେ ମିଶାଇ ସ୍ପ୍ରେ କରନ୍ତୁ11 Oct 2022
74 ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁସାରେ ଉତ୍ତର ଆଣ୍ଡାମାନ ସାଗର ରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ଯୋଗୁଁ ଆସନ୍ତା 22 ତାରିଖ ସୁଦ୍ଧା ବାତ୍ୟା ଓ ବର୍ଷା ଆଶଙ୍କା ଥିବାରୁ ଜନ୍ତୁଙ୍କୁ ଉଚ୍ଚ ସ୍ଥାନରେ କିମ୍ବା ବାତ୍ୟା ଆଶ୍ରୟ ସ୍ଥଳକୁ ନେଇଯାନ୍ତୁ I 72 ଘଣ୍ଟା ପର୍ଯ୍ୟନ୍ତ ଖାଦ୍ୟ ଗଛିତ ରଖିବା ସହିତ ଅତ୍ୟାବଶକୀୟ ଔଷଧ ପାଖରେ ରଖନ୍ତୁ I ପାଣି ବିଶୋଧନ କରିବାର ବ୍ୟବସ୍ଥା କରନ୍ତୁ I19 Oct 2022
75 ଖରିଫ ମୁଗ ଓ ବିରି ଛୁଇଁ ପାକଳ ହୋଇଯାଇଥିଲେ ଅମଳ କରି ନେଇ ଖରାରେ ଭଲଭାବେ ଶୁଖାଇ ଦିଅନ୍ତୁ I ଖରିଫ ଚିନାବାଦାମ ପାକଳ ହୋଇଯାଇଥିଲେ ଗଛକୁ ଉପାଡି ଦିଅନ୍ତୁ ଓ ଗଛ ଗୁଡିକ ବିଡ଼ା ବାନ୍ଧି ଚେର ଉପରକୁ ଗଛ ତଳକୁ କରି ଖରାରେ ଶୁଖାଇ ଦିଅନ୍ତୁ I 24 Nov 2022
76 ଏହି ସମୟ ରେ ପଶୁପକ୍ଷୀ ମାନଙ୍କୁ ଗରମ ରୁ ରକ୍ଷା ପାଇଁ ଆବଶ୍ୟକ ପଦକ୍ଷେପ ନେବା ଆବଶ୍ୟକ.ମଶା, ମାଛି, ଟିଙ୍କ, ଉଙ୍କୁଣି, ଡାଆଁଶ ଆଦି ଜନ୍ତୁ ଙ୍କ ଠାରୁ ପଶୁ ମାନଙ୍କୁ ରକ୍ଷା କରିବା ଦରକାର.ଅନେକ ରୋଗ ଏହି ଜନ୍ତୁ ଙ୍କ ଦ୍ଵାରା ବ୍ୟାପୁ ଥିବାରୁ, ଏହାର ନିରାକରଣ ପାଇଁ ପଦକ୍ଷେପ ନେବା ଆବଶ୍ୟକ.ପତଳା ଝାଡା ଏହି ସମୟରେ ଅଧିକ ହେବାର ସମ୍ଭାବନା ରହି ଥିବାରୁ ଜନ୍ତୁ ଓ ପକ୍ଷୀ ମାନଙ୍କୁ ସଫା ପାଣି ଦେବା ଆବଶ୍ୟକ.କୃମି ନାଶକ ଔଷଧ ଦେଇ ପଶୁ ମାନଙ୍କୁ ଅନ୍ତ୍ର କୃମି ଠାରୁ ରକ୍ଷା କରନ୍ତୁ.08 May 2023
77 ୭௦௦ ଗ୍ରାମ ମାଣ୍ଡିଆ ଏବଂ ୩௦௦ ଗ୍ରାମ ମୁଗକୁ ଭିଜାଇ ଅଙ୍କୁରିତ ହେବାକୁ ଦିଅନ୍ତୁ ଏବଂ ଏହାକୁ ଶୁଖାଇ ପରିସ୍କାର କରି ଗୁଣ୍ଡ କରି କ୍ଷୀର ଗୁଣ୍ଡ ସହିତ ମିଶାଇ 6 ରୁ 2 ମାସ ପର୍ଯ୍ୟନ୍ତ ଶିଶୁଙ୍କ ପରିପୂରକ ଖାଦ୍ୟ ହିସାବରେ ଦିଅନ୍ତୁ I25 Jul 2023
78 ୭௦௦ ଗ୍ରାମ ମାଣ୍ଡିଆ ଏବଂ ୩௦௦ ଗ୍ରାମ ମୁଗକୁ ଭିଜାଇ ଅଙ୍କୁରିତ ହେବାକୁ ଦିଅନ୍ତୁ ଏବଂ ଏହାକୁ ଶୁଖାଇ ପରିସ୍କାର କରି ଗୁଣ୍ଡ କରି କ୍ଷୀର ଗୁଣ୍ଡ ସହିତ ମିଶାଇ 6 ରୁ 2 ମାସ ପର୍ଯ୍ୟନ୍ତ ଶିଶୁଙ୍କ ପରିପୂରକ ଖାଦ୍ୟ ହିସାବରେ ଦିଅନ୍ତୁ I25 Jul 2023
79 ମାଟି ପରୀକ୍ଷାକରି ସାର ପ୍ରୟୋଗ କରିବା ଉଚିତ କିମ୍ବା ମଧ୍ୟମ କିସମ ଅଧିକ ଅମଳକ୍ଷମ ଧାନ ପାଈଁ ହେକଟର ପ୍ରତି 80kg ଯବକ୍ଷାରଜାନ,40kg ଫସଫରସ ଓ 40kg ପଟାସ ପ୍ରୟୋଗ କରିବା ଉଚିତ.ଅତ୍ୟଧିକ ଯବକ୍ଷାରଜାନଦ୍ୱାରା ଅଧିକ ଓ ପଟାସ ଦ୍ୱାରା କମ କୀଟ ଆକ୍ରମଣ ହୁଏ11 Sep 2023
80 ଯେଉଁ ଚାଷୀ ଭାଇ ମାନେ ଅନୁମୋଦିତ ପ୍ରଣାଳୀରେ ଧାନ ରୋଇ ସାରିଛନ୍ତି ଓ ରୁଆର ୨୦ ଦିନ ହୋଇଗଲାଣି, ଅନାବନା ଘାସ ବାଛି କିସମ ଅନୁଯାୟୀ ଏକର ପ୍ରତି ୧୬ କି.ଗ୍ରା NITROGEN ପିଲ ସାରା ଆକାର ରେ ପ୍ରୟୋଗ କରନ୍ତୁ.15 Sep 2023
81 ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ ବିଭିନ୍ନ କୃଷି ଆନୁସଙ୍ଗିକ କୃଷିଜାତ ଦ୍ରବ୍ୟ ଗୁଡିକର ନିତିଦିନିଆ ଦର ଏବଂ ବିପଣନ ର ସଠିକ ସୂଚନା ପାଇବା ପାଇଁ AGMARKNET (https://agmarknet.gov.in/) WEBSITE କୁ ବ୍ୟବହାର କରନ୍ତୁ 22 Sep 2023
82 ଧାନ ଫସଲ ମାଟିଆଗୁଣ୍ଡି ପୋକ ବା ଚକଡା ପୋକ ଦ୍ୱାରା ଆକ୍ରାନ୍ତ ହୋଇଥିଲେ ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ ନାହିଁ I ଜମିରୁ ଜଳ ନିଷ୍କାସନ କରି 4 ଫୁଟ ବ୍ୟବଧାନରେ କନ୍ଦି/ପାହି ଭାଙ୍ଗନ୍ତୁ I ବୁଦା ମୂଳରେ ହେକଟର ପ୍ରତି 150 ଗ୍ରାମ ଫ୍ଲୋନିକାମିଡ଼ କିମ୍ବା 300 ଗ୍ରାମ ପାଇମେଟ୍ରୋଜିନ କିମ୍ବା 200 ଗ୍ରାମ ଡାଇନୋଟିଫୁରନ କିମ୍ବା 500 ମି.ଲି ବୁପ୍ରୋଫେଜିନ + ଫିପ୍ରୋନୀଲ ସିଞ୍ଚନ କରନ୍ତୁ I23 Oct 2023
83 ଚାଷୀ ଭାଇ ମାନଙ୍କୁ ଅନୁରୋଧ ଫସଲ କରିବା ପୂର୍ବରୁ କ୍ଷେତରୁ ନମୁନା ମାଟି ସଂଗ୍ରହ କରି ମାଟି ପରୀକ୍ଷା କରନ୍ତୁ ଓ ଜମିର ସ୍ବାସ୍ଥ୍ୟବସ୍ତା ଜIଣନ୍ତୁ ଫସଲରେ ଅନୁମୋଦିତ ପରିମାଣରେ ଅଣୁ ସାର ପ୍ରୟୋଗ କରନ୍ତୁ.14 Dec 2023
84 ବିହନଜନିତ ବା ମୃତିକା ଜନିତ ରୋଗରୁ ରକ୍ଷା ପାଇବା ପାଇଁ ବୀଜାମୃତ ଦ୍ୱାରା ବିହନ ଉପଚାର କରିବା ନିତାନ୍ତ ଆବଶ୍ୟକ I ଏହି ବୀଜାମୃତ ସାଧାରଣତଃ ମଞ୍ଜି କିମ୍ବା ଫସଲ ରୋପଣ ସାମଗ୍ରୀର ବିଶୋଧନ କାର୍ଯ୍ୟରେ ବ୍ୟବହୃତ ହୋଇଥାଏ I ମଞ୍ଜିର ଅଙ୍କୁରଣ କ୍ଷମତା ମଧ୍ୟ ବୃଦ୍ଧି ପାଇଥାଏ I 24 Dec 2023
85 ମୁଗ ଓ ବିରି ଫସଲରେ ପାଉଁଶିଆ ରୋଗର ନିୟନ୍ତ୍ରଣ ପାଇଁ ୧ ଲିଟର ପାଣିରେ ଫିମ୍ପି ନାଶକ SULPHUR ୩ଗ୍ରାମ ମିଶାଇ ସିଞ୍ଚନ କରନ୍ତୁ.19 Feb 2024
86 ଅଂଶୁଘାତ ରୁ ରକ୍ଷା ପାଇବା ପାଈଁ ପ୍ରଚୁର ପରିମାଣରେ ଲେମ୍ବୁ ପାଣି, ଘୋଳ ଦହି, ମିଶ୍ରି ସର୍ବତ, କଞ୍ଚା ଆମ୍ବ ଏବଂ ପୋଦିନା ସର୍ବତ ପ୍ରତିଦିନ ପିଅନ୍ତୁ I05 Apr 2024
87 ବର୍ତମାନ ଦିନର ତାପମାତ୍ରା ଅଧିକ ରହୁଥିବାରୁ ବାଇଗଣ ଓ ଟମାଟୋ ରେ ଝାଉଁଳା ରୋଗ ଦେଖାଦେବାର ସମ୍ଭାବନା ଅଛି. ଏହାକୁ ଦମନ କରିବା ପାଈଁ ପ୍ରତି ୧୦ଲିଟର ପାଣିରେ ୧ଗ୍ରାମ STREPTOCYCLINE ମିଶାଇ ଗଛ ମୂଳରେ ସିଞ୍ଚନ କରନ୍ତୁ.17 Apr 2024
88 ମହୁ ଚାଷ ସମ୍ବନ୍ଧୀୟ କେତୋଟି ଉପାଦେୟ କଥା - 1.ଖରାଦିନ ମହୁ ଚାଷ ପାଈଁ ସବୁଠୁ ଉତ୍କର୍ଷ ସମୟ, 2.ମହୁ ବକ୍ସ ଗୁଡିକ ଗଛ ତଳେ ଛାଇ ଜାଗାରେ ରଖନ୍ତୁ କିମ୍ବା ନଡା କିମ୍ବା ଅଖା ଦେଇ ଛାଇ ର ବ୍ୟବସ୍ଥା କରନ୍ତୁ, 3. ମହୁ ବକ୍ସ ରେ ଥିବା ରାଣୀ ମହୁମାଛି ସବୁଠୁ ଗୁରୁତ୍ୱପୂର୍ଣ ଏହା ମାଛି ମାନଙ୍କ ଆକର୍ଷଣ କରିଥାନ୍ତି ଓ ପର୍ଯ୍ୟାପ୍ତ ପରିମାଣରେ ମାଛି ଫେଣାରେ ବସନ୍ତି , 4. ଫେଣା ର ମହୁ ଭର୍ତି ହୋଇଗଲେ ତାକୁ ହାତରେ ନ ଭାଙ୍ଗି ମେସିନ ସାହାଯ୍ୟରେ ମହୁ ସଂଗ୍ରହ କରନ୍ତୁ,5. ପ୍ରତି 7 ରୁ 10 ଦିନ ଭିତରେ ବାକ୍ଶ ର ତଳ ସଫା କରିନିଅନ୍ତୁ I02 Jun 2022
89 ଖରାଦିନରେ ତଳି ଘେରା ବିଶୋଧନ ପାଇଁ ପ୍ରତି ବର୍ଗ ମିଟର ପିଛା 2 ଗ୍ରାମ ବ୍ଲିଚିଙ୍ଗ ପାଉଡର ବୁଣି ଦେଇ ପଲିଥିନ ଘୋଡାଇ ଏକ ସପ୍ତାହ ରଖନ୍ତୁ ଓ ପରେ ମାଟିକୁ କୋଡା ଖୋସା କରି ଆଉ ଏକ ସପ୍ତାହ ରଖନ୍ତୁ I02 Jun 2022
90 ମକା ବୁଣିବାର 15 ରୁ 20 ଦିନ ପରେ Tembotrion ଘାସ ମରା 120 ଗ୍ରାମ ହିସାବରେ ପ୍ରୟୋଗ କରନ୍ତୁ I 17 Jul 2022
91 ମାଛ କ୍ଷତ ରୋଗ (EUS) ର ପ୍ରତିଷେଧକ ନିମନ୍ତେ ପୋଖରୀରେ ହେକଟର-ମିଟର ପ୍ରତି 1ଲିଟର CIFAX କୁ 100ଲିଟର ପାଣିରେ ମିଶାଇ ଦିନ ଆରମ୍ଭ ରୁ ପ୍ରୟୋଗ କରନ୍ତୁ I 14 Dec 2023
92 ବିଜାମୃତ ଏକ ପ୍ରାକୃତିକ କୃଷି ପଦ୍ଧତି I ଏହାର ଉପଚାର ଦ୍ୱାରା ରୋପଣ ସାମଗ୍ରୀ ରୋଗ ଓ ପୋକ ମୁକ୍ତ ହେବା ସହ ଏହାର ଅଙ୍କୁରଣ କ୍ଷମତା ବଢିଥାଏ I 20 ଲିଟର ପାଣିରେ 5କି.ଗ୍ରା. ଦେଶୀ ଗାଈ ଗୋବର,5ଲିଟର ଗୋମୂତ୍ର, 50ଗ୍ରା. ପାଣିରେ ଗୋଳା ହୋଇଥିବା ଚୁନା ଓ ଏକ ମୁଠା ବରଗଛ ବା ଉଇ ହୁଙ୍କା ତଳ ମାଟିକୁ ଭଲଭାବରେ ମିଶାଇ ଗୋଟିଏ ରାତି ରଖି ଏହା ପ୍ରସ୍ତୁତ କରାଯାଏ I ଏହି ତରଳ ଦ୍ରବଣକୁ ମଞ୍ଜିରେ ଗୋଳାଇ ଶୁଖାଇ ଓ ପରେ ମଞ୍ଜିକୁ ଫସଲ ଉତ୍ପାଦନ ପାଇଁ ବ୍ୟବହାର କରାଯାଏ I15 Jan 2024
93 ଅଂଶୁଘାତ ରୁ ରକ୍ଷା ପାଇବା ପାଈଁ ପ୍ରଚୁର ପରିମାଣରେ ଲେମ୍ବୁ ପାଣି, ଘୋଳ ଦହି, ମିଶ୍ରି ସର୍ବତ, କଞ୍ଚା ଆମ୍ବ ଏବଂ ପୋଦିନା ସର୍ବତ ପ୍ରତିଦିନ ପିଅନ୍ତୁ I 03 Jun 2022
Hide Main content block

Copyright © Krishi Vigyan Kendra, Ganjam-I

Visitor Counter free counter

Powered by nTier IT Solutions