View Webisite in     English   ଓଡ଼ିଆ
Website last updated  : Nov 26 2023 2:13:34:227PM
  06821296222 kvkganjam1. ouat@gmail.com
ଧାନ ଫସଲ ମାଟିଆଗୁଣ୍ଡି ପୋକ ବା ଚକଡା ପୋକ ଦ୍ୱାରା ଆକ୍ରାନ୍ତ ହୋଇଥିଲେ ଯବକ୍ଷାରଜାନ ସାର ପ୍ରୟୋଗ କରନ୍ତୁ ନାହିଁ I ଜମିରୁ ଜଳ ନିଷ୍କାସନ କରି 4 ଫୁଟ ବ୍ୟବଧାନରେ କନ୍ଦି/ପାହି ଭାଙ୍ଗନ୍ତୁ I ବୁଦା ମୂଳରେ ହେକଟର ପ୍ରତି 150 ଗ୍ରାମ ଫ୍ଲୋନିକାମିଡ଼ କିମ୍ବା 300 ଗ୍ରାମ ପାଇମେଟ୍ରୋଜିନ କିମ୍ବା 200 ଗ୍ରାମ ଡାଇନୋଟିଫୁରନ କିମ୍ବା 500 ମି.ଲି ବୁପ୍ରୋଫେଜିନ + ଫିପ୍ରୋନୀଲ ସିଞ୍ଚନ କରନ୍ତୁ I
---------------------
ଚାଷୀ ଭାଇ ଓ ଭଉଣୀ ମାନଙ୍କୁ ଅନୁରୋଧ ବିଭିନ୍ନ କୃଷି ଆନୁସଙ୍ଗିକ କୃଷିଜାତ ଦ୍ରବ୍ୟ ଗୁଡିକର ନିତିଦିନିଆ ଦର ଏବଂ ବିପଣନ ର ସଠିକ ସୂଚନା ପାଇବା ପାଇଁ AGMARKNET (https://agmarknet.gov.in/) WEBSITE କୁ ବ୍ୟବହାର କରନ୍ତୁ
---------------------
ଯେଉଁ ଚାଷୀ ଭାଇ ମାନେ ଅନୁମୋଦିତ ପ୍ରଣାଳୀରେ ଧାନ ରୋଇ ସାରିଛନ୍ତି ଓ ରୁଆର ୨୦ ଦିନ ହୋଇଗଲାଣି, ଅନାବନା ଘାସ ବାଛି କିସମ ଅନୁଯାୟୀ ଏକର ପ୍ରତି ୧୬ କି.ଗ୍ରା NITROGEN ପିଲ ସାରା ଆକାର ରେ ପ୍ରୟୋଗ କରନ୍ତୁ.
---------------------
ମାଟି ପରୀକ୍ଷାକରି ସାର ପ୍ରୟୋଗ କରିବା ଉଚିତ କିମ୍ବା ମଧ୍ୟମ କିସମ ଅଧିକ ଅମଳକ୍ଷମ ଧାନ ପାଈଁ ହେକଟର ପ୍ରତି 80kg ଯବକ୍ଷାରଜାନ,40kg ଫସଫରସ ଓ 40kg ପଟାସ ପ୍ରୟୋଗ କରିବା ଉଚିତ.ଅତ୍ୟଧିକ ଯବକ୍ଷାରଜାନଦ୍ୱାରା ଅଧିକ ଓ ପଟାସ ଦ୍ୱାରା କମ କୀଟ ଆକ୍ରମଣ ହୁଏ
---------------------
୭௦௦ ଗ୍ରାମ ମାଣ୍ଡିଆ ଏବଂ ୩௦௦ ଗ୍ରାମ ମୁଗକୁ ଭିଜାଇ ଅଙ୍କୁରିତ ହେବାକୁ ଦିଅନ୍ତୁ ଏବଂ ଏହାକୁ ଶୁଖାଇ ପରିସ୍କାର କରି ଗୁଣ୍ଡ କରି କ୍ଷୀର ଗୁଣ୍ଡ ସହିତ ମିଶାଇ 6 ରୁ 2 ମାସ ପର୍ଯ୍ୟନ୍ତ ଶିଶୁଙ୍କ ପରିପୂରକ ଖାଦ୍ୟ ହିସାବରେ ଦିଅନ୍ତୁ I
---------------------

From Sr. Scientist & Head's Desk

Our Authorities

Prof. Pravat Kumar Roul, Hon'ble Vice-chancellor, OUAT, Bhubaneswar
Prof. Prasannajit Mishra, Dean, Extension Education, OUAT, Bhubaneswar
Dr. P. Dey, Director, Zone-V, ICAR-ATARI, Kolkata
Hide Main content block

Weather Forecast

Office Location Map

Important website links

    OUAT   |    ICAR   |    Mkisan   |    KVK Portal   |    ATARI Zone VII   |    Government of Odisha   |    IMD Odisha   |    Agriculture Meteorology   |    Agri mart   |    Dept. of Agriculture Odisha   

  Other KVK Website Links

    Anugul   |    Balangir   |    Balasore   |    Bargarh   |    Boudh   |    Cuttack   |    Deogarh   |    Dhenkanal   |    Ganjam-1   |    Ganjam-2   |    Gajapati   |    Jagatsinghapur   |    Jajpur   |    Jharsuguda   |    Kalahandi   |    Kandhamal   |    Kendrapara   |    Kendujhar   |    Khurdha   |    Koraput   |    Malkangiri   |    Mayurbhanj-1   |    Mayurbhanj-2   |    Nabarangpur   |    Nayagarh   |    Nuapara   |    Puri   |    Sambalpur   |    Sonepur   |    Sundergarh-1   |    Sundergarh-2   

Copyright © Krishi Vigyan Kendra, Ganjam-I

Visitor Counter free counter

Powered by nTier IT Solutions