View Webisite in     English   ଓଡ଼ିଆ
Website last updated  : Nov 11 2019 3:52:49:660PM
  06821240867 kvkganjam1.ouat@gmail.com
ବର୍ଷା ଛାଡିଗଲା ପରେ ପଡ଼ିଯାଇଥିବା ପନିପରିବା ଗଛର ମୂଳକୁ ମାଟି ଦେଇ ଠିଆ କରନ୍ତୁ. ସମ୍ପୂର୍ଣ ଭାବେ ପନିପରିବା ଫସଲ ନଷ୍ଟ ହୋଇଯାଇଥିଲେ ଜମିରେ ପାଗ ଆସିଲା ପରେ ପୁଣି ଜମି ପ୍ରସ୍ତୁତ କରି ସଅଳ କିସମ କୋବି ଜାତୀୟ ଫସଲ ଓ ଶୀତଦିନିଆ ଅନ୍ୟାନ୍ୟ ପନିପରିବା ଫସଲ ଲଗାଇବାର ବ୍ୟବସ୍ଥା କରନ୍ତୁ. ଫଳ ବଗିଚାରେ ଅତ୍ୟଧିକ ପାଣି ରହିଲେ ତାର ନିଷ୍କାସନ ପାଇଁ ବ୍ୟବସ୍ଥା କରନ୍ତୁ.
---------------------
ନଭେମ୍ବର ମାସ ରେ ଶୀତ ଓ ଥଣ୍ଡା ର ପ୍ରକୋପ ବୃଦ୍ଧି ପାଇଥାଏ ତେଣୁ ପଶୁ ପକ୍ଷୀ ମାନଙ୍କୁ ରାତି ରେ ଗୁହାଳ ଅଥବା ଘରେ ରଖିବା ଦରକାର. ସକାଳୁ ପଶୁ ପକ୍ଷୀ ମାନଙ୍କୁ ଉଷୁମ ପାଣି,ତୋରାଣି ଓ ଖାଦ୍ୟ ଦିଅନ୍ତୁ, ଦୈନିକ ୫୦ ଗ୍ରାମ ଖଣିଜ ଲବଣ ଗାଈ ଙ୍କୁ ଓ ୨୦ଗ୍ରାମ ଛେଲି ମେଣ୍ଢା ଙ୍କୁ ଦିଅନ୍ତୁ. ଖରା ପଡିବା ପରେ ଚରିବା ଲାଗି ଛାଡନ୍ତୁ. ବୈଦ୍ୟୁତିକ ବଲବ, ଚୁଲି କିମ୍ବା ଘଷି ଜାଳି ଗୁହାଳ କୁ ଗରମ କରନ୍ତୁ, ଜନ୍ତୁଙ୍କୁ ନିଆଁ ଠାରୁ ସୁରକ୍ଷିତ ଦୂରତା ରେ ରଖନ୍ତୁ. ଗୁହାଳରେ ଅତ୍ୟଧିକ ଧୂଆଁ କରନ୍ତୁ ନାହି
---------------------
August ମାସରେ ଅଧିକ ବର୍ଷା ଓ ବନ୍ୟା ହୋଇଥାଏ. ଗାଈଗୋରୁ ମାନଙ୍କୁ କୁର୍ମି ଔଷଧ ଓ ଟୀକା କରଣ କରାଇ ନଥିଲେ କରିଦିଅନ୍ତୁ.ଗୁହାଳ ରା ଆଖ ପାଖ ପରିଷ୍କାର ରଖିବା ସଙ୍ଗେ ଚାରିପାଖ ପାଣି ଜମା ହେବାକୁ ଦିଅନ୍ତୁ ନାହିଁ. ଖାଦ୍ୟ ଜାଗା ଓ ଖାଦ୍ୟ ଶୁଖିଲା ରଖିବା ଦରକାର, ଓଦା ହୋଇ ଗଲେ ଫିମ୍ପି ଜନିତ ରୋଗ ଦେଖା ଯାଇ ଥାଏ. ପିଇବା ପାଣି ଗୋଳିଆ ଥିଲେ ଗୋଟିଏ ହାଣ୍ଡି ପାଣି ରେ ୪ ଟି ହାଲୋଜିନ ବଟିକା ମିଶାନ୍ତୁ, ଗୋଟିଏ ରାତି ରଖିବା ପରେ ଏହି ପାଣି କୁ ପରଦିନ ପିଇବାକୁ ଦିଅନ୍ତୁ. ଓଦା ସନ୍ତ ସନ୍ତିଆ ଚରଣ ଭୂମି କୁ ଗୋରୁ ଙ୍କୁ ଛାଡ଼ନ୍ତୁ ନାହିଂ; ପଟୁ ମାଟି ପଡି ଥିବା ଜାଗା ରେ ଚରି ବାକୁ ଛାଡନ୍ତୁ ନାହିଂ.
---------------------
ଲଙ୍କା ଫସଲରେ ପତ୍ରମୋଚା ରୋଗର ନିୟନ୍ତ୍ରଣ ପାଈଁ ହେକଟର ପ୍ରତି Diafenthurion ୬୦୦ଗ୍ରାମ ଓ Acetamiprid ୧୫୦ଗ୍ରାମ ପ୍ରତି ୧୫ ଦିନ ବ୍ୟବଧାନରେ ଅଦଳ ବଦଳ କରି ଲଙ୍କା ଗଛ ରେ ସିଞ୍ଚନ କରନ୍ତୁ.
---------------------
ଗୋରୁ ମାନଙ୍କର ଗଳାଫୁଲା, ବଜବାଜିଆ, ଫାଟୁଆ ପାଇଁ ପ୍ରତିଷେଧକ ଟୀକା ଏହି ମାସରେ ଦେବା ଦରକାର. ପେଟଫମ୍ପା,PPR ପାଇଁ ମଧ୍ୟ ଟୀକାକରଣ ନ କରି ଥିଲେ କରିନେବା ଆବଶ୍ୟକ.
---------------------

From Sr. Scientist & Head's Desk

Our Authorities

Prof. Pawan Kumar Agarwal, vice-chancellor, OUAT, Bhubaneswar
Prof. Pravat Kumar Roul, Dean, Extension Education, OUAT, Bhubaneswar
Dr. S.S Singh, Director, ICAR-ATARI, Kolkata
Hide Main content block

Weather Forecast

Office Location Map

Top Videos

Important website links

    OUAT   |    ICAR   |    Mkisan   |    KVK Portal   |    ATARI Zone VII   |    Government of Odisha   |    IMD Odisha   |    Agriculture Meteorology   |    Agri mart   |    Dept. of Agriculture Odisha   

  Other KVK Website Links

    Anugul   |    Balangir   |    Balasore   |    Bargarh   |    Boudh   |    Cuttack   |    Deogarh   |    Dhenkanal   |    Ganjam-1   |    Ganjam-2   |    Gajapati   |    Jagatsinghapur   |    Jajpur   |    Jharsuguda   |    Kalahandi   |    Kandhamal   |    Kendrapara   |    Kendujhar   |    Khurdha   |    Koraput   |    Malkangiri   |    Mayurbhanj-1   |    Mayurbhanj-2   |    Nabarangpur   |    Nayagarh   |    Nuapara   |    Puri   |    Sambalpur   |    Sonepur   |    Sundergarh-1   |    Sundergarh-2   

Copyright © Krishi Vigyan Kendra, Ganjam-I

Visitor Counter

Powered by nTier Softwares